କଟୁକନ୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୁକନ୍ଦ
ଉଚ୍ଚାରଣ: Kaṭukanda

ସଂ. ବି. (ବହୁବ୍ରୀହି; କଟୁ+କନ୍ଦ=ମୂଳ) —

୧: ଅଦା — ୧. Ginger.

୨: ରସୁଣ —୨. Garlic.

୩: ଶଜନା ଗଛ —୩. The Moringa tree.