କଟୁକା
ଦେଖଣା
କଟୁକା —
ଉଚ୍ଚାରଣ: Kaṭukā
কট্ কী
कटकि; कटुकी
ମ. କୁଟକୀ ଗୁ. କଡ଼ୁ ତେ. କାଟକରୋହିଣୀ ଫା. ଖର୍ବକେସିୟାହ ଆ. ଖର୍ବକ୍ ଅସ୍ବଦ୍ ସଂ. ପର୍ୟ୍ୟୟ:—କଟୁକା, କଟ୍ବୀ, ତିକ୍ତା, କୃଷ୍ଣଭେଦା, କଟୂମ୍ଭରା, ଅଶୋକା, ମସ୍ୟଶକଳା, ଚତ୍ରାଙ୍ଗୀ, ଶକୁଳାଦନୀ, ମସ୍ୟପିତ୍ତା, କାଣ୍ଡରୁହା, ରୋହିଣୀ, କଟୁରୋହିଣୀ
ସଂ. ବି. (କଟୁ+କ+ଆ) —
(ବୈଦ୍ୟକ) ଶାକଲତାବିଶେଷର ମୂଳ; ଟୁକୀ; — Black Hellebore; Picrorrihiza Karroa.
[ଦ୍ର—ଏହା କଟୁ ବିପାକ, ତିକ୍ତ, ରୁକ୍ଷ ଶୀତବୀର୍ୟ୍ୟ, ଲଘୁ, ଭେଦକ, ଅଗ୍ନିଦୀପକ, ଓ ହୃଦ୍ୟ; ଏହା କଫ, ପିତ୍ତ, ଜ୍ବର, ପ୍ରମେହ, ଶ୍ବାସ, କାସ, ରକ୍ତଦୋଷ, ଦାହ, କୁଷ୍ଠ ଓ କୃମିରୋଗନାଶକ]
ସଂ. ବି. ସ୍ତ୍ରୀ. (କଟୁକ+ସ୍ତ୍ରୀ. ଆ) —
୧: ପାନ —୧. Betel.
୨: ଧଳା ସୋରିଷ; ଭାଇ ସୋରିଷ — ୨. Rye; white mustard.
୩: ପିତା ଲାଉ —୩. Bitter gourd.