କଟୁକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୁକା
ଉଚ୍ଚାରଣ: Kaṭukā
কট্ কী कटकि; कटुकी

ମ. କୁଟକୀ ଗୁ. କଡ଼ୁ ତେ. କାଟକରୋହିଣୀ ଫା. ଖର୍ବକେସିୟାହ ଆ. ଖର୍ବକ୍ ଅସ୍ବଦ୍ ସଂ. ପର୍ୟ୍ୟୟ:—କଟୁକା, କଟ୍ବୀ, ତିକ୍ତା, କୃଷ୍ଣଭେଦା, କଟୂମ୍ଭରା, ଅଶୋକା, ମସ୍ୟଶକଳା, ଚତ୍ରାଙ୍ଗୀ, ଶକୁଳାଦନୀ, ମସ୍ୟପିତ୍ତା, କାଣ୍ଡରୁହା, ରୋହିଣୀ, କଟୁରୋହିଣୀ

ସଂ. ବି. (କଟୁ+କ+ଆ) —

(ବୈଦ୍ୟକ) ଶାକଲତାବିଶେଷର ମୂଳ; ୘ଟୁକୀ; — Black Hellebore; Picrorrihiza Karroa.

[ଦ୍ର—ଏହା କଟୁ ବିପାକ, ତିକ୍ତ, ରୁକ୍ଷ ଶୀତବୀର୍ୟ୍ୟ, ଲଘୁ, ଭେଦକ, ଅଗ୍ନିଦୀପକ, ଓ ହୃଦ୍ୟ; ଏହା କଫ, ପିତ୍ତ, ଜ୍ବର, ପ୍ରମେହ, ଶ୍ବାସ, କାସ, ରକ୍ତଦୋଷ, ଦାହ, କୁଷ୍ଠ ଓ କୃମିରୋଗନାଶକ]

ସଂ. ବି. ସ୍ତ୍ରୀ. (କଟୁକ+ସ୍ତ୍ରୀ. ଆ) —

୧: ପାନ —୧. Betel.

୨: ଧଳା ସୋରିଷ; ଭାଇ ସୋରିଷ — ୨. Rye; white mustard.

୩: ପିତା ଲାଉ —୩. Bitter gourd.