କଟୁକ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୁକ୍ତି
ଉଚ୍ଚାରଣ: Kaṭūkti

ସଂ. ବି. (କର୍ମଧା; କଟୁ+ଉକ୍ତି) —

କଟୁବାକ୍ୟ; ଗାଳିମନ୍ଦ — Harsh words; abuse.