କଟୁଗନ୍ଧା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୁଗନ୍ଧା
ଉଚ୍ଚାରଣ: Kaṭugandhā

ସଂ. ବି. (ବହୁବ୍ରୀହି; କଟୁ+ଗନ୍ଧ+ସ୍ତ୍ରୀ. ଆ) —

ହେଙ୍ଗୁ —Asafœtida.