କଟୁଗ୍ରନ୍ଥି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୁଗ୍ରନ୍ଥି
ଉଚ୍ଚାରଣ: Kaṭugranthi

ସଂ. ବି. (ବହୁବ୍ରୀହି; କଟୁ+ଗ୍ରନ୍ଥି) —

୧: ଶୁଣ୍ଠୀମୂଳ — ୧. Ginger root.

୨: ପିପ୍ପଳୀମୂଳ —୨. Root of long pepper.