କଟୁତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୁତା
ଉଚ୍ଚାରଣ: Kaṭutā

ସଂ. ବି. (କଟୁ+ଭାବେ. ତା) —

୧: ତୀବ୍ରତା — ୧. Pungency; bitterness.

୨: ଅସହ୍ୟତା; ଅପ୍ରିୟତା — ୨. Scurrility; unbearableness.

୩: ପ୍ରଖରତା —୩. Keenness; acuteness.