କଟୁତିକ୍ତିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୁତିକ୍ତିକା
ଉଚ୍ଚାରଣ: Kaṭutiktikā
তিতলাউ; তিতলোকী फड़वाफद; तितिलौकी ସଂ. ପର୍ୟ୍ୟାୟ—ଇକ୍ଷ୍ବାକୁ;

ତୁମ୍ବୀ; ମହାଫଳା; କଟୁତୁମ୍ବୀ;

କଟୁତିକ୍ତିକା;

ମ. କଡ଼ୁଭୋମ୍ପଲା

ତୈ. ଚେତିଆବତ

ଗୁ. କଡ଼ବୀ ତୁମ୍ବଡ଼ୀ

ଫା. କୁଟୁତଲଖ୍

ଆ. କରଉଲ୍ମୁର

ସଂ. ବି —

ପିତାଲାଉ (ଲତା ଓ ଫଳ) — Bitter gourd; wild variety of Lagenaria Vulgaris.

[ଦ୍ର—ଏହା ଶୀତବୀର୍ୟ୍ୟ, ଅରୁଚି— କାରକ, ତିକ୍ତରସ ଓ କଟୁବିପାକ ଏଥିରେ ପିତ୍ତ, କାସ, ବିଷ, ବାୟୁ ଓ ପିତ୍ତଜ୍ବର ଦୂର ହୁଏ]