କଟୁବାକ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୁବାକ୍
ଉଚ୍ଚାରଣ: Kaṭubāk

ସଂ. ବିଣ. ପୁଂ. (ବହୁବ୍ରୀହି; କଟୁ+ବାକ୍) —

କଟୁକଥା କହିବା (ବ୍ୟକ୍ତି) —Scurrilous; abusive, foul-mouthed.