ଶବ୍ଦାର୍ଥ:
କଟୁବୀରା — ଉଚ୍ଚାରଣ: Kaṭubīrā
ସଂ. ବି. ସ୍ତ୍ରୀ. (କଟୁ+ବୀର+ସ୍ତ୍ରୀ. ଆ) —
ଲଙ୍କାମରିଚ — Red pepper; cayenne.