କଟୁରବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୁରବ
ଉଚ୍ଚାରଣ: Kaṭuraba
(କଟୁରବା—ସ୍ତ୍ରୀ)

ସଂ. ବି. (ବହୁବ୍ରୀହି; କଟୁ+ରବ=ଶବ୍ଦ) —

ମଣ୍ଡୁକ; ଭେକ; ବେଙ୍ଗ —Frog.

ସଂ. ବିଣ. ପୁଂ. (ବହୁବ୍ରୀହି) —

କର୍କଶ ଶବ୍ଦଯୁକ୍ତ — Having a harsh sound or tone; croaking.