କଟୁରିବେଣ୍ଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୁରିବେଣ୍ଟ
ଉଚ୍ଚାରଣ: Kaṭuribeṇṭa

ଦେ. ବି (ସଂ. କଟ୍ଟାର+ବୃନ୍ତ) —

କଟୁରିକୁ ବ୍ୟବହାର କରିବା ବେଳେ କଟୁରିମୂଳର ଯେଉଁ ଅଂଶ ବା କାଠକୁ ଧରାଯାଏ —Wooden handle of a bill-hook.