କଟୁରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୁରୀ
ଉଚ୍ଚାରଣ: Kaṭuri
কাটারী कता

ଦେ. ବି. (ସଂ. କଟ୍ଟାର) —

କଟାରି; କାଟିବା ଶସ୍ତ୍ରବିଶେଷ — A chopper; a bill-hook.