କଟୋର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୋର
ଉଚ୍ଚାରଣ: Kaṭora

ଦେ. ବି. (ସଂ. କୋଟର) —

ବୃକ୍ଷ କୋଟର; କୋରଡ଼; ବୃକ୍ଷ ଗହ୍ବର — The hollow of a tree.

ସଂ. ବି. (କଟ୍ ଧାତୁ= ଆଚ୍ଛାଦନ କରିବା+ଓର) —

କଟୋରା (ଦେଖ) Kaṭorā (See)