କଟ୍ଵର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟ୍ବର
ଉଚ୍ଚାରଣ: Kaṭwara

ସଂ. ବି. (କଟ୍ ଧାତୁ=ବର୍ଷଣ କରିବା+ସଂଜ୍ଞାର୍ଥେ. ବର) —

୧: ଘୋଳଦହି —୧. Churned sour milk; butter milk.

୨: ବ୍ୟଞ୍ଜନ —୨. Curry.

୩: ଦହିସର —୩. Butter; cream of curd.