କଟ କବଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟ କବଲା
ଉଚ୍ଚାରଣ: Kaṭa kabalā
কটকোবালা कट कबाला

ବୈଦେ. ବି.—(ଫା. କଟ୍କବାଲା) —

ଖାତକ ନିୟମିତ ସମୟ ମଧ୍ୟରେ ଋଣ ପରିଶୋଧ କତେ ତା ଭୁମି ତାର ହେବ, ନଚେତ ଋଣଟଙ୍କା ନିମନ୍ତେ ଆବଦ୍ଧ ବୃତ୍ତିକୁ ମହାଜନ କବାଲା କରି—

ଥିବାର ବିବେଚିତ ହେବ—ଏହି ସର୍ତ୍ତରେ କରାୟିବା ଋଣପତ୍ର — Deed of conditional sale which becomes absolute on default of the debtor after the time-limit.