କଠ
ଦେଖଣା
କଠ —
ଉଚ୍ଚାରଣ: Kaṭha
ସଂ. ବି. (କଠ୍ ଧାତୁ=ଦୁଃସ୍ଥ ହେବା+କର୍ତ୍ତୃ. ଅ) —
୧: (ନାମ) ସାମ୍ବେଦାଧ୍ୟାୟୀ ମୁନିବିଶେଷ — ୧. A sage of that name.
୨: କଠ ମୁନିଙ୍କ ରଚିତ ଉପନିଷଦ୍ — ୨. An Upanishad composed by sage Kaṭha.
୩: କ୍ଳେଶ —୩. Pain; trouble.
୪: (+କର୍ମ. ଅ) ଋଗବେଦ —୪. The Ṛugbeda.