କଠ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଠ
ଉଚ୍ଚାରଣ: Kaṭha

ସଂ. ବି. (କଠ୍ ଧାତୁ=ଦୁଃସ୍ଥ ହେବା+କର୍ତ୍ତୃ. ଅ) —

୧: (ନାମ) ସାମ୍ବେଦାଧ୍ୟାୟୀ ମୁନିବିଶେଷ — ୧. A sage of that name.

୨: କଠ ମୁନିଙ୍କ ରଚିତ ଉପନିଷଦ୍ — ୨. An Upanishad composed by sage Kaṭha.

୩: କ୍ଳେଶ —୩. Pain; trouble.

୪: (+କର୍ମ. ଅ) ଋଗବେଦ —୪. The Ṛugbeda.