କଠଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଠଲା
ଉଚ୍ଚାରଣ: Kaṭhalā
कठला

ଦେ. ବି. (ସଂ. କାଷ୍ଠ) —

ଲୁହାବାଡ଼ ଦିଆ କାଷ୍ଠାସନ— (ହାତୀର ଗଦି ଉପରେ ଲୋକେ ବସିବା ପାଇଁ ଏହା ଦଉଡ଼ିଦ୍ବାରା ଉଡ଼ାଯାଏ) —A wooden frame put on elephant and used as chair.