କଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଠା
ଉଚ୍ଚାରଣ: Kaṭhā

ଦେ. ବି. —

୧: ପଣସର କ୍ଷୁଦ୍ର ଫଳ; ଚେଡ଼ — ୧. Young fruit of jack tree.

୨: ମଞ୍ଜି ନଡ଼ିଆ; ତାଡ଼ ପକାଇବାୟୋଗ୍ୟ ନଡ଼ିଆ — ୨. Seed cocoanut; fully developed cocoanut fit for growing seedlings.

୩: ଚାଉଳ ଆଦି ମାପିବାର ମାପପାତ୍ରବିଶେଷ — ୩. A measure for rice etc.

୪: ବାହୁ ଆଦି ଦ୍ବାରା ଦୃଢ଼ ବେଷ୍ଟନ — ୪. Firm grip; death grip.

୫: ବେକମୁଣ୍ଡାରେ ହେବା ଦୁଷ୍ଟ ବ୍ରଣ — ୫. A carbuncle on the nape of the nack.

ପ୍ରାଦେ. (ସମ୍ବଲପୁର) ବି. —

ଧାନ ମାପିବାର ଲୁହା ମାଣ— (=୯: ତୋଳା) An iron-pot for measuring paddy.