କଠାଉ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଠାଉ (ଇତ୍ୟାଦି) —
ଉଚ୍ଚାରଣ: Kaṭhāu (etc)

ଦେ. ବି. —

କଠଉ ଇତ୍ୟାଦି (ଦେଖ) Kaṭhau etc. (See)

ଶିରେ ଘେନି ବୁଲୁଥିବି ତା କଠାଉରେ କବିସୂର୍ଯ୍ୟ, ସଙ୍ଗୀତ