କଠେର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଠେର
ଉଚ୍ଚାରଣ: Kaṭhera

ସଂ. ବିଣ. ପୁଂ (କଠ୍ ଧାତୁ=ଦୁଃସ୍ଥ ହେବା+କର୍ତ୍ତୃ. ଏର) —

କୃଚ୍ଛ୍ରଜୀବୀ; ଦରିଦ୍ର —Poor; poverty-stricken; eking out a hard existence.