କଡ଼କିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼କିବା
ଉଚ୍ଚାରଣ: Kaṟḍ̠akibā
কড়কা कड़कना

ଦେ. କ୍ରି. (ଅକର୍ମକ; ତୁଲ; ସଂ. କଟୁ କଥା) —

୧: ଘୃତ, ତୈଳାଦି କଡ଼କଡ଼ ଫୁଟିବା — ୧. (oil, ghee etc) To boil with a singing sound.

୨: ରାଗରେ ଜରଜର ହେବା; ରାଗରେ ଜଳିବା — ୨. To foam with rage.

୩: ଚିଡ଼ିବା —୩. To sulk.

୪: ଘାଆରୁ ଜଳସ୍ରାବ ବନ୍ଦ ହୋଇ ଘାଆ ଶୁଖିବା — ୪. To heal; to granulate (said of a sore)