କଡ଼ତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ତା
ଉଚ୍ଚାରଣ: Kaṟḍ̠atā
পাসন पासङ्ग

ଦେ. ବି —

ପାସଙ୍ଗ; କୌଣସି ବସ୍ତୁକୁ ତରାଜୁରେ ବଟକରା ପକାଇ ଓଜନ କରିବା ପୂର୍ବରୁ ତରାଜୁ ଦଣ୍ଡ଼କୁ ସମଭାବରେ ରଖିବା ନିମନ୍ତେ ଯେଉଁ ପଥର ବା ମାଟିଖଣ୍ଡ଼ମାନ ଦିଆଯାଏ — Bits of stone or clods of earth put on one of the pans of a scale to make the scale-beam perfectly horizontal before weighing a thing.