କଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ା
ଉଚ୍ଚାରଣ: Kaṟḍ̠ā

(ମିଠା—ବିପରୀତ)

কড়া कड़ा

ଦେ. ବିଣ. (ସଂ. କଟୁ) —

୧: ପ୍ରଚଣ୍ଡ଼; ଉଗ୍ର; ଚିଡ଼ଲ୍; ରୁକ୍ଷ — ୧. Irritated; surly.

(ଯଥା—କଡ଼ା କଥା; କଡ଼ା ମିଜାଜ୍)

୨: ତୀକ୍ଷ୍ଣ —୨. Sharp.

୩: ନିଷ୍ଠୁର; କଠୋର — ୩. Hard hearted; stern; cruel.

୪: ତୀବ୍ର ଗନ୍ଧବିଶିଷ୍ଟ —୪. Of offensive smell.

୫: କଟୁ ସ୍ବାଦବିଶିଷ୍ଟ —୫. Bitter in taste.

(ଯଥା—କଡ଼ା ଗୁଡ଼ାଖୁ)

୬: ରାଗ —୬. Pungent.

୭: ଟାଆଁସା; ଶକ୍ତ; ଟାଣୁଆ — ୭. Hard; strong; tough.

୮: ଜଳହୀନ —୮. Dry.

୯: କର୍କଶ —୯. Rude; rough.

୧: କଠୋର ନିୟମାନୁବର୍ତ୍ତୀ — ୧୦. Strictly observing the rule; disciplinarian; strict.

୧୧: ଦୁଃସହ; ଅସହ୍ୟ —୧୧. Unbearable.

୧୨: ଚେମଡ଼ା —୧୨. Tenacious.

কড়া कौड़ि কড়া कड़ा

ଦେ. ବି. (ସଂ. କପର୍ଦ୍ଦିକା; ପ୍ରା. କବଡ଼ିଆ) —

୧: ଏକ ସଂଖ୍ୟା; ଗଣ୍ଡ଼ାକର ଏକଚତୁର୍ଥାଂଶ — ୧. One fourth of a Gaṇḍā the number one.

୨: କପର୍ଦ୍ଦକ; ଏକସଂଖ୍ୟକ କଉଡ଼ି — ୨. One piece of shell-money or cowrie.

କଡ଼ା ଦାଢ଼ ତହୁଁ ଯାଏ ନାହିଁ ଛାଡ଼—ରାଧାନାଥ. ଦରବାର

[ଦ୍ର—୧: କଡ଼ା= ୨: ପକ୍ଷ= ୩: କ୍ରାନ୍ତ= ୪: ବେଦ=୫: ବଟ

୬: ଊତୁ= ୭: ସମୁଦ୍ର= ୮: ବସୁ=୯: ଦନ୍ତ= ୧: ଦିଗ[ସମ୍ପାଦନା]

୧୧: ରୁଦ୍ର= ୧୨: ସୂର୍ଯ୍ୟ= ୧୩: କାକ=୧୪: ଭୁବନ=୧୫: ତିଥି

=୧୬: କଳା= ୨୫: ତତ୍ତ୍ବ= ୩୨: ଦାଢ଼=୪୯: ପବନ=୮: ତିଳ

=୬୪: ବିଦାଢ଼ କଉଡ଼ି ମୁଦ୍ରାରୂପେ ଚଳୁଥିବା ବେଳେ ଏହା ସର୍ବ

ନିମ୍ନ ମୁଦ୍ରା ଥିଲା କିନ୍ତୁ ହିସାବ ଧରିବାବେଳେ ଭାଗ କରିବା ପାଇଁ

ଏହାକୁ ଉକ୍ତ ପ୍ରଣାଳୀରେ ବିଭାଗ କରି ହିସାବ ଛିଣ୍ଡ଼ା ୟାଉଥିଲା]

୩: (ସଂ. ପଟହ) ବାଦ୍ୟବିଶେଷ —୩. A kind of drum.

କରେ କଡ଼ା ମର୍ଦ୍ଦଳ ଯେ ଘୁମୁରା ଦାଉଣ୍ଡ଼ି—ସାରଳା ମହାଭାରତ, ଦ୍ରୋଣ

୪: (ସଂ. କଟକ) ବାହାରେ ପିନ୍ଧାୟିବା ଧାତୁର ବଳୟ; ହାତ କଡ଼ା —୪. An armlet of metal.

୫: ଗୋଡ଼ରେ ପିନ୍ଧାୟିବା ରୂପା ଅଳଙ୍କାର — ୫. Silver anklet.

কডা कडी

୬: (ଆ. କଡ଼ା)—କୌଣସି ପଦାର୍ଥକୁ ହାତରେ ଧରି ଉଠାଇବା ନିମନ୍ତେ ଉକ୍ତ ପଦାର୍ଥର ମୁଣ୍ଡ଼ରେ ଲାଗିଥିବା ବୃତ୍ତାକାର ମୁଦିଆ ବା ହତ୍ସା — ୬. Ring attached to a thing (e.g. Sauce- pan) for handling it.

୭: ପଚାଶଟି ପାନର ସମାହାର ବା ବିଡ଼ା —୭. A bundle or aggregate of ୫୦ betel leaves.

୮: ଆହ୍ଲାହାବାଦ ନିକଟସ୍ଥ ନଗର — ୮. A town near Allahabad.

୯: (ସଂ. କଟକ) ବଡ଼ ମୁଦ୍ରିକା; ମୁଦିଆ —୯. A ring.

୧: (ସଂ. କଟାହ; ପ୍ରା. କଡ଼ାହ) କଟାହ; ହଣ୍ଡ଼ା; କରେଇ —୧୦. Cauldron; a big Sauce-pan.

কডা कडी কডা, কড়াই कडाहा

ପ୍ରାଦେ. (ମେଦିନୀପୁର) ବି —

ପୁଂସ୍ତ୍ବହୀନ ଅଣ୍ଡ଼ିରା ମଇଁଷି; ପେଡ଼ୁଆ; ପଣ୍ଡା —Castrated male buffalo.