କଡ଼ାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ାଇ
ଉଚ୍ଚାରଣ: Kaṟḍ̠āi

ପ୍ରାଦେ. ବି (ସଂ. କଟାହ; ପ୍ରା. କଡ଼ାହ; ତୁଳ; ହି. କଡ଼ାହି; ବଂ. କଡ଼ାଇ) —

୧: (ସମ୍ବଲପୁର) ବି—କରେଇ — ୧. Frying pan.

୨: (ମେଦିନୀପୁର)—ମଇଁଷିର ଛୁଆ — ୨. Young buffalo.