କଡ଼ାକଥା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ାକଥା
ଉଚ୍ଚାରଣ: Kaṟḍ̠ākathā

(ମିଠାକଥା—ବିପରୀତ)

কড়াকথা कड़ीबात

ଦେ. ବି (ସଂ. କଟୁ+କଥା) —

କଠୋର ବାକ୍ୟ — Rude or harsh words.