କଡ଼ାଗଣ୍ଡା ପଣିକିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ାଗଣ୍ଡା ପଣିକିଆ
ଉଚ୍ଚାରଣ: Kaṟḍ̠āgaṇḍā paṇikiā
কড়ানিয়া

ଦେ. ବି —

ଯେଉଁ ପଣିକିଆରେ ସଂଖ୍ୟାଠାରୁ ଆରମ୍ଭ କରି କଡ଼ା, ଗଣ୍ଡା, ବୋଡ଼ି, ପଣ, ପଦିକା ଏବଂ କାହାଣର ହିସାବ ଓ ଧାରା ଶିକ୍ଷା କରାଯାଏ —A series of methemetical tables in which the student learns by heart the various calculation of cowrie or shell-money.