କଡ଼ାଗଣ୍ଡା ବୁଝିଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ାଗଣ୍ଡା ବୁଝିଦେବା
ଉଚ୍ଚାରଣ: Kaṟḍ̠āgaṇḍā bujhidebā
কড়াএছি রবেদেওয়া कौड़ि कौड़ि चुकाना

ଦେ. କ୍ରି —

୧: କୌଣସି ଧନର ହିସାବ ଗଣ୍ଡ଼ାଠାରୁ କଡ଼ାପର୍ଯ୍ୟନ୍ତ ତନ୍ମ ତନ୍ମ କରି ବୁଝିଦେବା —୧. To render accounts of a monetary transection even to the last cowrie; to render a through accounts.

୨: ସମସ୍ତ ହିସାବ ଶେଷ କରିବା —୨. To square out or finally settle an account.

୩: ସମସ୍ତ ସମ୍ପର୍କ ତୁଟାଇ ଦେବା — ୩. To sever all connection.