କଡ଼ିଆଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ିଆଳି
ଉଚ୍ଚାରଣ: Kaṟḍ̠iāḻi
কড়িয়াল, কড়িয়ালি

ଦେ. ବି. (ସଂ. କଟକ) —

୧: ହସ୍ତାଭରଣବିଶେଷ; ହସ୍ତବଳୟ; କଲିଆରି; ପଇଞ୍ଚ —୧. A bracelet.

ଯେମାମଣି ମଣିବନ୍ଧରେ ଆଳୀ, ଖଞ୍ଜିଲେ ତିଖା ଖଞ୍ଜି କଡ଼ିଆଳି କବିସୂର୍ଯ୍ୟ. ଚନ୍ଦ୍ରକଳା

୨: (ସଂ. ଖଳୀନ)—ଲଗାମ —୨. Reins.

ଅଶ୍ବଙ୍କର କଡ଼ିଆଳି ତହିଁ ମୋଡ଼ି କରି କେଉଁ ୟୋଦ୍ଧା ପୁଣ ତହିଁ ମ଼ଡ଼ାକୁ ଆବୋରି ସାରଳା. ମହାଭାରତ. ଭୀଷ୍ମ

୩: କଜେଇ —୩. Horse's bit.