କଡ଼ିକିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ିକିଆ
ଉଚ୍ଚାରଣ: Kaṟḍ̠ikiā
কডাকিয়া काडिका

ଦେ. ବିଣ. (ସଂ. କଣାକ) —

୧: ୟହିଁର ପ୍ରତ୍ଯେକର ମୂଲ୍ୟ ଏକ କଡ଼ା ମାତ୍ର —୧. Of which the price is one cowrie each.

୨: ଅତି ସ୍ବଳ୍ପ ମୂଲ୍ୟର —୨. Of very little value; valueless.

୩: ତୁଛ; ହୀନ —୩. Insignificant.

୪: ଯେଉଁ କାର୍ୟ୍ୟରେ ବୋଝେ ମାଟିକୁ କଡ଼ାଏ ହିସାବରେ ମଜୁରି ଦିଆଯାଏ — ୪. (work) In which the labourer is given as wages one cowrie for each basket of earth or article carried from one place to another.

ପ୍ରାଦେ. (ପୁରୀ ଓ ସମ୍ବଲପୁର) ବି. —

ମଟକା (ଫଳ) (ଦେଖ) Maṭakā (fruit) (See)