କଡ଼ି ମଧ୍ୟମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ି ମଧ୍ୟମ
ଉଚ୍ଚାରଣ: Kaṟḍ̠i madhyama

ଦେ. ବି. (ସଂ. କଟୁ+ମଧ୍ୟମ) —

ସଙ୍ଗୀତର ତୀବ୍ର ସ୍ବର— ବିଶେଷ —Name of a harsh musical tone.