କଡ଼େ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼େ
ଉଚ୍ଚାରଣ: Kaṟḍ̠e

ପ୍ରାଦେ. (ଗଞ୍ଜାମ) କ୍ରି. ବିଣ —

କଡ଼ବାଗରେ (ଡ଼ାହାଣ ବା ବାଆଁ) କଡ଼ ମାଡ଼ି —With the right or left side touching the ground.

ପିଲାଟି ଭୟରେ ଥରଥର ହୋଇ ସେ ଗଛରୁ ଚାଞ୍ଚରା ପଥର ଉପରେ ମୁଣ୍ଡ଼କଡ଼େ ପଡ଼ି ମରି ଯାଇଅଛି ଦୈନିକ ଆଶା—୨୨୮୨୯: