କଡ଼େଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼େଇ
ଉଚ୍ଚାରଣ: Kaṟḍ̠ei
কডাই कडाहि

ଦେ. ବି. (ସଂ. କାଟହ) —

କରେଇ; ହତାଲଗା ଧାତୁମୟ ତେଲଉଣି — Frying pan.

ଦେ. କ୍ରି. ବିଣ —

କଡ଼ବାଗରେ; କଡ଼ବାଗିଆ — Sideways; sidewise.

ପ୍ରାଦେ. (ସିଂହଭୁମ) ବି —

ଜନ୍ମକରି ନ ଥିବା ମଇଁଷି — A she-buffalo which has not yet calved.