କଡ଼େଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼େଇବା
ଉଚ୍ଚାରଣ: Kaṟḍ̠eibā

ଦେ. କ୍ରି. —

୧: (ଅକର୍ମକ)—ଏକପାଖକୁ ଘୁଞ୍ଚିବା; ପାଖେଇବା —୧. To move to one side.

୨: (ସକର୍ମକ)—ଏକ ପାଖକୁ ଘୁଞ୍ଚାଇବା — ୨. To make one move to one side.

(ଯଥା—ଘୋଡ଼ାକୁ ବା ଗାଡ଼ିକୁ କଡ଼େଇ କରି ନିଅ)