କଢ଼ାଣ ମୁଣ୍ଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଢ଼ାଣ ମୁଣ୍ଡା
ଉଚ୍ଚାରଣ: Kaṟḍ̠ẖāṇa muṇḍā

ଦେ. ବି. —

ଏକ ପ୍ରକାର ସରୁ ଲଙ୍ଗଳମୁଣ୍ଡା — A slender bladed plough for ploughing a maiden field.

[ଦ୍ର—ଏଥିରେ ପଡ଼ିଆ ଭୂମି ପ୍ରଥମ ଓଡ଼ ଚାଷ କରାଯାଏ]