କଢ଼ୁଆଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଢ଼ୁଆଳ
ଉଚ୍ଚାରଣ: Kaṟḍ̠ẖuāḻa

ଦେ. ବି. —

୧: ଯେ ବାଟ କଢ଼ାଏ; ପଥ ପ୍ରଦର୍ଶକ — ୧. Guide; conductor.

ନାହିଁ କଢ଼ୂଆଳ ଦେଖାଇବ ରାହା ରାଧାନାଥ, ଦରବାର

୨: ଆଡ଼କାଟି (ଦେଖ) ୨. Āṟḍ̠akāṭi (See)