କଣକାଣ୍ଡ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣକାଣ୍ଡ
ଉଚ୍ଚାରଣ: Kaṇakāṇḍa
কোণাচি

ଦେ. ବି. (ସଂ. କୋଣ+କାଣ୍ଡ) —

ମହୁଡ଼ମରା ଘର ବା ମଣ୍ଡ଼ପର ଶେଣିର ମୁଣ୍ଡ଼ରୁ କଣବାଗରେ ବରାବର ଚାଳର ଶେଷ କୋଣ ପର୍ଯ୍ୟନ୍ତ ଲମ୍ବିଥିବା ଶେଣି — The corner-plate in a four-faced thatched house.