କଣଭୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣଭୁଆ
ଉଚ୍ଚାରଣ: Kaṇabhuā

ଦେ. ବି. ପୁଂ (ଗାଳି) —

ଯେଉଁ ବ୍ୟକ୍ତି ସବୁବେଳେ ଘରକଣରେ ପଶି ରହେ, ବେଶି ଦାଣ୍ଡ଼କୁ ବାହାରେ ନାହିଁ; କଣପଶା ଲୋକ —A person always confined to his house.