କଣାଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣାଦ
ଉଚ୍ଚାରଣ: Kaṇāda

ସଂ. ବି. (କଣ=ଅଳ୍ପ+ଅଦ ଧାତୁ=ଖାଇବା+କର୍ତ୍ତୃ. ଅ) —

୧: ବୈଶେଷିକ ଦର୍ଶନ ପ୍ରଣେତା ଋଷିବିଶେଷ — ୧. A sage; founder of the B&aline;i̱ṡeshika system of Hindu philosophy.

୨: କାଶ୍ୟପ ଋଷି —୨. Sage Kāṡyapa.

୩: ସ୍ବର୍ଣ୍ଣକାର; ବଣିଆ —୩. Goldsmith.

[ଦ୍ର—ସ୍ବର୍ଣ୍ଣକାର ବା ସୁନାରି ବଣିଆ ସୁନା ପ୍ରଭୃତି ମୂଲ୍ୟବାନ ଧାତୁର କଣା ବା କ୍ଷୁଦ୍ର ଖଣ୍ଡ ସବୁ କୌଶଳରେ ଆଖି ଆଗରୁ ଚୋରି କରିବା ଚିରପ୍ରସିଦ୍ଧ; ସେଥାପାଇଁ ତାର ନାମ କଣାଦ]

୪: ଚଟକପକ୍ଷୀ —୪. Sparrow.

[ଦ୍ର—ଏମାନେ ଶସ୍ୟକଣ ଖାଆନ୍ତି ବୋଲି ଏମାନଙ୍କର ଏପରି ନାମ ହୋଇଅଛି]

ସଂ. ବିଣ. ପୁଂ —

ସ୍ବଳ୍ପଭୋଜି; ଅଳ୍ପାହାରୀ; ଚଢ଼େଇ ଆଧାରୀ — Abstemious; subsisting on a little food.