କଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣୀ
ଉଚ୍ଚାରଣ: Kaṇi

ସଂ. ବି. ସ୍ତ୍ରୀ—(କଣ ଧାତୁ=ସଂକ୍ଷେପ କରିବା+ଅ+ସ୍ତ୍ରୀ. ଈ) —

୧: ବସ୍ତୁର ଅତି କ୍ଷୁଦ୍ର ଅଂଶ — ୧. Atom; small particle.

୨: କୁମ୍ଭୀର ମକ୍ଷିକା —୨. A kind of fly

ଦେ. ବି. —

କଣି (ଦେଖ) Kaṇi (See)