କଣେଇ କଣେଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣେଇ କଣେଇ
ଉଚ୍ଚାରଣ: Kaṇei kaṇei

ଦେ. ଅ. (ସଂ. କୋଣ) —

୧: ଆଡ଼ବାଙ୍କରେ — ୧. Obliquely.

୨: କର୍ଣ୍ଣମାର୍ଗରେ —୨. Diagonally.