କଣ୍ଟକିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟକିତ
ଉଚ୍ଚାରଣ: Kaṇṭakita

ସଂ. ବିଣ. (କଣ୍ଟକ+ସଂଜାତ ଅର୍ଥରେ. ଇତ) —

୧: ରୋମାଞ୍ଚିତ —୧. Horripilated; with hairs standing on end.

୨: କଣ୍ଟକଯୁକ୍ତ —୨. Thorny; prickly.