କଣ୍ଟକିରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟକିରା
ଉଚ୍ଚାରଣ: Kaṇṭakirā

ପ୍ରାଦେ. (ମେଦିନୀପୁର) ବି (ସଂ. କଣ୍ଟକୀ) —

କଣ୍ଟିଆ ମାଛ; ଧଳା ଶିଙ୍ଘିମାଛ —A species of fish with spikes near the gills and on the neck.