କଣ୍ଟକିଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟକିଳ
ଉଚ୍ଚାରଣ: Kaṇṭakiḻa

ସଂ. ବିଣ. (କଣ୍ଟକ+ଅଛି ଅର୍ଥରେ. ଇଳ) —

କଣ୍ଟାଯୁକ୍ତ; କଣ୍ଟାଳିଆ —Thorny.

ସଂ. ବି —

କଣ୍ଟାବାଉଁଶ —Thorny bamboo.