କଣ୍ଟାଆଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟାଆଳି
ଉଚ୍ଚାରଣ: Kaṇṭiāḻi
ତେ. ମୁଲୁଦୋଷକାୟ

ଦେ. ବି. (ସଂ. କଣ୍ଟକୀ ଫଳ) —

୧: କାକୁଡ଼ି ଜାତୀୟ ଏକ ପ୍ରକାର ସୁସ୍ବାଦୁ ଫଳ —୧. A kind of cucumber.

[ଦ୍ର—ଏହାର କଣ୍ଟାପରି ଆଂଶୁ ଥାଏ ହାତରେ ପୋଛି ଦେଲେ ତାହା ଭଙ୍ଗି ଯାଏ ଫୁଟି ବା ନିକଣ୍ଟା କାକୁଡ଼ିରୁ ଭେଦ ଜଣାଇବା ପାଇଁ ଏହି ଶବ୍ଦ ବ୍ୟବହୃତ ହୁଏ]

୨: କଣ୍ଟିଆ (ଦେଖ) ୨. Kaṇṭiā (See)