କଣ୍ଟାପଦ୍ମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟାପଦ୍ମ
ଉଚ୍ଚାରଣ: Kaṇṭāpadma
মাখনা माखना ତେ. ମେଲ୍ଲୁନିପଦ୍ମନ୍

ଦେ. ବି. —

ଏକପ୍ରକାର ପଦ୍ମ ଲତା ଓ ତାହାର ଫୁଲ — Eurvale Ferox (Haines)

[ଦ୍ର—ଏହାର ପତ୍ର ଓ ଡାଙ୍ଗ କଣ୍ଟାଳିଆ ପୂର୍ବବଙ୍ଗ, ଆସାମ, ମଣିପୁର, ଅୟୋଧ୍ୟା ଓ କାଶ୍ମୀରର ମଧୁର ଜଳପୂର୍ଣ୍ଣ ହ୍ରଦ ବା ପୋଖରୀରେ ଏହା ଫୁଟେ ଲୋକ ଏହାର ମଞ୍ଜିକୁ ଭାଜି ଖାଆନ୍ତି ଓ ଔଷଧରେ ଲଗାନ୍ତି Kirtikar.]