କଣ୍ଟାପଦ୍ମ
ଦେଖଣା
କଣ୍ଟାପଦ୍ମ —
ଉଚ୍ଚାରଣ: Kaṇṭāpadma
মাখনা
माखना
ତେ. ମେଲ୍ଲୁନିପଦ୍ମନ୍
ଦେ. ବି. —
ଏକପ୍ରକାର ପଦ୍ମ ଲତା ଓ ତାହାର ଫୁଲ — Eurvale Ferox (Haines)
[ଦ୍ର—ଏହାର ପତ୍ର ଓ ଡାଙ୍ଗ କଣ୍ଟାଳିଆ ପୂର୍ବବଙ୍ଗ, ଆସାମ, ମଣିପୁର, ଅୟୋଧ୍ୟା ଓ କାଶ୍ମୀରର ମଧୁର ଜଳପୂର୍ଣ୍ଣ ହ୍ରଦ ବା ପୋଖରୀରେ ଏହା ଫୁଟେ ଲୋକ ଏହାର ମଞ୍ଜିକୁ ଭାଜି ଖାଆନ୍ତି ଓ ଔଷଧରେ ଲଗାନ୍ତି Kirtikar.]