କଣ୍ଟାବଉଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟାବଉଳ
ଉଚ୍ଚାରଣ: Kaṇṭābauḻa

ପ୍ରାଦେ. (ଗଡ଼ଜାତ) ବି —

ବନ୍ୟ ବୃକ୍ଷବିଶେଷ — A kind of wild tree.

[ଦ୍ର—ଏ ଗଛ ପାଞ୍ଚ ହାତ ପର୍ଯ୍ୟନ୍ତ ଉଚ୍ଚ ହୁଏ ଗଛ ଦେହରେ ଛୋଟ ଛୋଟ କଣ୍ଟା ଥାଏ ଏହାର ପତ୍ର ଆଙ୍ଗୁଠି ପରି ସରୁ; କୋଳି ବଉଳ କୋଳି ପରି କୋଳି ପାଚିଲେ ଲୋକେ ଆହକୁ ଖାଆନ୍ତି]