କଣ୍ଟାଭରନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟାଭରନ୍
ଉଚ୍ଚାରଣ: Kaṇṭābharan

ପ୍ରାଦେ. (ସମ୍ବଲପୁର) ବିଣ —

ଦୀର୍ଘସୂତ୍ରୀ; ଯେଉଁ ବ୍ୟକ୍ତି ବାଟରେ ଏଣେତେଣେ ବହୁତ ଅଟକି ଯାଇ ସମୟ ନଷ୍ଟ କରେ ଓ ଅସଲ କାମରେ ହେଳା କରେ — (a person) who idles away time by lingering on the way; dilatory; procrastinating.