କଣ୍ଟା ଅଗାଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟା ଅଗାଡ଼ି
ଉଚ୍ଚାରଣ: Kaṇṭā agāṟḍ̠i

ପ୍ରାଦେ. (ଗଡ଼ଜାତ) ବି —

ଯେଉଁ ଅଗାଡ଼ି ଧାନ ମଧ୍ୟରେ କଳାକଳା ମଲା ଚାଉଳ ବା ଶସ ଥାଏ — Chaff containing black kernel inside it.