କଣ୍ଟା ଦୋହଲିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟା ଦୋହଲିବା
ଉଚ୍ଚାରଣ: Kaṇṭā dohalibā
काँटासा होना

ଦେ. ବି —

ରୋଗ ବା ଅନଶନ ଯୋଗୁଁ ମନୁଷ୍ୟର କଙ୍କାଳମାତ୍ର ଅବଶିଷ୍ଟ ରହିବା — Being reduced to skeleton.