କଣ୍ଟିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟିଆ
ଉଚ୍ଚାରଣ: Kaṇṭiā

ଦେ. ବି. (ସଂ ତ୍ରିକଣ୍ଟକ) —

ଗାଲ ନିକଟରେ ଓ ବେକ ଉପରେ ମୁନିଁଆ କଣ୍ଟାଥିବା ଏକଜାତୀୟ କ୍ଷୁଦ୍ର ମାଛ; ଶିଘିଂ ମାଛ —

টেসারা टेङ्गर ତେ. ଶୋଙ୍ଗାଳ
A small fish with needle-like spikes near the gills and on the neck; Macrones Vittatus.

[ଦ୍ର—ଏ ଅକାତିଆ ଛୋଟ ମାଛ ୯୧: ଆଙ୍ଗୁଳ ଲମ୍ବ ହୁଏ; ଏହା ଦେହରେ ୫: ଟା ଲମ୍ବ ଡୋରିଆ ଦାଗ ଥାଏ ଏହାର ଦୁଇ ପାଖ ଗାଲ ତଳେ ଓ ପିଠିରେ, ଏପରି ୩:ଟି କଣ୍ଟା ଥାଏ; ଏ କ୍ରୁଦ୍ଧ ହେଲେ ଏ କଣ୍ଟାଗୁଡ଼ିକ ଉଦ୍ରିକ୍ତ ହୋଇ ଉଠେ ଏବଂ ମନୁଷ୍ୟର ଦେହରେ ଭୁଷି ହୋଇଗଲେ ଦେହ ଭାରି ବିନ୍ଧେ]

ପ୍ରାଦେ.

୧: (ଗଡ଼ଜାତ) ବି—ଏକ ପ୍ରକାର କ୍ଷୁଦ୍ର ଲମ୍ବା ବିଷାକ୍ତ ବିଛା —୧. Small centipede.

ପ୍ରାଦେ.

୨: (ସମ୍ବଲପୁର) ବି— ବଡ଼ କଙ୍କଡ଼ାବିଛା — ୨. Big Scorpion.